ଟଙ୍କା ହଡ଼ପ ମହଙ୍ଗା ପଡ଼ିଲା : ବିବାଦୀୟ ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ

ବଲାଙ୍ଗୀର: ଦାଦନ ନେବାକୁ ଆସିଥିବା ଇଟାଭାଟିମାଲିକଙ୍କୁ ଜୁଆଡ଼ି ସଜାଇଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଏସବୁର ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଏସ୍‌ଡିପିଓ ହୃଷୀକେଶ ମେହେର। ଏସ୍‌ଡିପିଓ ରାତି ଉଜାଗର ରହି ଜବତ ଟଙ୍କାରୁ ଲକ୍ଷ ଲକ୍ଷ ହଡ଼ପ କରିଥିଲେ। ଆଉ ଏବେ ଏବେ ଟଙ୍କା ହଡ଼ପ କରି ବିବାଦରେ ଥିବା ତତ୍କାଳୀନ ଏସ୍‌ଡିପିଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ନିଲମ୍ବନ ସମୟରେ ସେ ନୟାଗଡ଼ ଏସ୍‌ପିଙ୍କୁ ରିପୋର୍ଟ କରିବେ। ଗତ … Continue reading ଟଙ୍କା ହଡ଼ପ ମହଙ୍ଗା ପଡ଼ିଲା : ବିବାଦୀୟ ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ